ସଦ୍ୟତମ ଗ୍ରନ୍ଥ 'ସେକ୍ସପିଅର: ଜୀବନୀ ଓ କୃତି' ବିଶ୍ୱବିଶ୍ରୁତ ନାଟ୍ୟକାର ସେକ୍ସପିଅରଙ୍କ ବ୍ୟକ୍ତି ପ୍ରତିକୂଳତା ଭିତରେ ତାଙ୍କ ସ୍ରଷ୍ଟା ମାନସର ଅଦ୍ଭୁତ ଉତ୍ତରଣର ପର୍ଯ୍ୟାଲୋଚନା କରାଯିବା ସଙ୍ଗେ ସଙ୍ଗେ ତାଙ୍କ ରଚିତ ସନେଟ୍ ଏବଂ ନାଟକର ବିଷୟବସ୍ତୁ ସହ ପାଠକଙ୍କୁ ପରିଚିତ କରାଯାଇଛି, ଯାହା ଶ୍ରୀ ରଥଙ୍କର ଏକ ସାହସିକ ସାରସ୍ୱତ ସତ୍ଉଦ୍ୟମ ।
ଓଡ଼ିଆଭାଷାରେ ସମାଲୋଚନା ସାହିତ୍ୟକ୍ଷେତ୍ରରେ ଏହି ବହିଟି ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କାରଣ ଓଡ଼ିଆଭାଷା ସାହିତ୍ୟର ଛାତ୍ରଛାତ୍ରୀ ପଥମତଃ ସେକ୍ସପିଅରଙ୍କ ଜୀବନୀ ଓ କୃତି ବିଷୟରେ ବହୁତ କୌତୁହଳପୂର୍ଣ୍ଣ ତଥା ଉପାଦେୟ ତଥ୍ୟ ଜାଣିବାକୁ ପାଇବେ । ଦ୍ୱିତିୟତଃ, ଏହି ତଥ୍ୟକୁ ଛାତ୍ର ଓ ଗବେଷକମାନେ ତୁଳନାତ୍ମକ ସମାଲୋଚନା ଲିଖନ କ୍ଷେତ୍ରରେ ବ୍ୟବହାର କରି ପାରିବେ ।
Le informazioni nella sezione "Riassunto" possono far riferimento a edizioni diverse di questo titolo.
ଓଡ଼ିଆ ସାହିତ୍ୟର ସିକତା ଉପରେ ପ୍ରଦୀପ କୁମାର ରଥଙ୍କର ପଦଚିହ୍ନ ବେଶ୍ ପରିଚିତ ଆଉ ସୁସ୍ପଷ୍ଟ । କବିତା, ନାଟକ, ପ୍ରବନ୍ଧ, ସମାଲୋଚନା ଓ ଭ୍ରମଣ ବୃତ୍ତାନ୍ତ ବହୁ ସ୍ୱାଦର ରଚନାରେ ଲେଖକଙ୍କର ସୃଜନ ପ୍ରତିଭା ପାଠକୀୟ ଶ୍ରଦ୍ଧା ଓ ସମାଦୃତି ଲାଭ କରିଛି । ଆଠଗୋଟି ଓଡ଼ିଆ ନାଟକ, ଦୁଇଟି ସମାଲୋଚନା ଗ୍ରନ୍ଥ 'ଆଧୁନିକବାଦ- ଉତ୍ତର ଆଧୁନିକବାଦ: ଭାବ ତାତ୍ତ୍ୱିକ ଅନୁଶୀଳନ', 'ଭଞ୍ଜ ଓ ସେକ୍ସପିଅର ଏବଂ ଅନ୍ୟାନ୍ୟ ପ୍ରବନ୍ଧ'; 'ଭ୍ରମଣ କାହାଣୀ', 'ୟୁରୋପ: ଏକ ବର୍ଣ୍ଣିଳ ବିସ୍ମୟ', 'ଆମେରିକା: ବିବିଧ ବର୍ଣ୍ଣାଳୀ'; ଇଂରାଜୀ କବିତା ସଂକଳନ 'The Glistering Sky', 'Textures of Time'; ସ୍ମୃତିଲିପି 'Textures of Time'; କଫିଟେବୁଲ ପୁସ୍ତକ 'Through the prism of Time Odisha and Rajbhavans' ଏବଂ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଡ. ଏସ୍.ସି. ଜମିର୍ଙ୍କ ବକ୍ତୃତାମାଳାର ସମ୍ପାଦନା ଶ୍ରୀ ରଥଙ୍କ ଦ୍ୱାରା ହୋଇଛି । । ଶ୍ରୀ ରଥ ସମ୍ବଲପୁର ଜିଲ୍ଲାପାଳ ରୂପେ କାର୍ଯ୍ୟ କରିବା ପରେ ରାଜ୍ୟପାଳଙ୍କ ସଚିବ ଭାବେ ଅବସର ନେଇଛନ୍ତି । ସମ୍ପ୍ରତି ସେ ଭୁବନେଶ୍ୱରରେ ଅବସ୍ଥାପିତ ।
Le informazioni nella sezione "Su questo libro" possono far riferimento a edizioni diverse di questo titolo.
EUR 1,94 per la spedizione da U.S.A. a Italia
Destinazione, tempi e costiDa: PBShop.store US, Wood Dale, IL, U.S.A.
PAP. Condizione: New. New Book. Shipped from UK. THIS BOOK IS PRINTED ON DEMAND. Established seller since 2000. Codice articolo L0-9781645605423
Quantità: Più di 20 disponibili
Da: California Books, Miami, FL, U.S.A.
Condizione: New. Codice articolo I-9781645605423
Quantità: Più di 20 disponibili
Da: PBShop.store UK, Fairford, GLOS, Regno Unito
PAP. Condizione: New. New Book. Delivered from our UK warehouse in 4 to 14 business days. THIS BOOK IS PRINTED ON DEMAND. Established seller since 2000. Codice articolo L0-9781645605423
Quantità: Più di 20 disponibili
Da: THE SAINT BOOKSTORE, Southport, Regno Unito
Paperback / softback. Condizione: New. This item is printed on demand. New copy - Usually dispatched within 5-9 working days 268. Codice articolo C9781645605423
Quantità: Più di 20 disponibili
Da: Ria Christie Collections, Uxbridge, Regno Unito
Condizione: New. In. Codice articolo ria9781645605423_new
Quantità: Più di 20 disponibili
Da: Books Puddle, New York, NY, U.S.A.
Condizione: New. Codice articolo 26400985119
Quantità: 4 disponibili
Da: Biblios, Frankfurt am main, HESSE, Germania
Condizione: New. PRINT ON DEMAND. Codice articolo 18400985109
Quantità: 4 disponibili
Da: Majestic Books, Hounslow, Regno Unito
Condizione: New. Print on Demand. Codice articolo 395391936
Quantità: 4 disponibili
Da: AHA-BUCH GmbH, Einbeck, Germania
Taschenbuch. Condizione: Neu. nach der Bestellung gedruckt Neuware - Printed after ordering - ¿¿¿¿¿¿ ¿¿¿¿¿¿ '¿¿¿¿¿¿¿¿¿¿: ¿¿¿¿¿ ¿ ¿¿¿¿' ¿¿¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿ ¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿, ¿¿¿¿ ¿¿¿¿ ¿¿¿¿¿¿ ¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿¿¿¿¿¿¿ ¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿ ¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿¿¿ ¿ ¿¿¿¿ ¿¿¿¿¿¿ ¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿ ¿¿¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿¿ ¿ ¿¿¿¿¿¿¿¿¿, ¿¿¿ ¿¿¿¿¿¿ ¿¿¿¿¿ ¿ ¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿ ¿¿¿ ¿¿¿¿¿¿ ¿. Codice articolo 9781645605423
Quantità: 1 disponibili
Da: CitiRetail, Stevenage, Regno Unito
Paperback. Condizione: new. Paperback. '] ' ] , ] ] , Shipping may be from our UK warehouse or from our Australian or US warehouses, depending on stock availability. Codice articolo 9781645605423
Quantità: 1 disponibili