ଏହି ପୁସ୍ତକରେ ତିରିଶିଗୋଟି କବିତା ରହିଛି ଯାହା ପ୍ରେମାବେଗର ବିବିଧ କଥାବସ୍ତୁ ଉପରେ ଆଧାରିତ। ଏହି ସଂକଳନର ଶୀର୍ଷକ କବିତା "ଶ୍ରୀରାଧାଙ୍କ ଶ୍ରୀ" ଜରିଆରେ ରାଧାକୃଷ୍ଣଙ୍କର ଅନାବିଳ ଭଲପାଇବାକୁ ଏକ ଆଧୁନିକ ଭଙ୍ଗୀରେ ଉପସ୍ଥାପନ କରିବାର ଦୁଃସାହସ କରିଛି। ଅଦ୍ୟାବଧି ସାହିତ୍ୟରେ ରାଧା କୃଷ୍ଣଙ୍କୁ ଝୁରିହେବାର ଦୃଷ୍ଟାନ୍ତ ଅନେକ ରହିଛି କିନ୍ତୁ କୃଷ୍ଣ ମଧ୍ୟ ରାଧାଙ୍କ ସ୍ମୃତିଚାରଣ କରିଥିବେ ଏପ୍ରକାର ଏକ ସମ୍ଭାବନାର ପରିକଳ୍ପନା ଏହି କବିତା ମାଧ୍ୟମରେ ସମ୍ଭବ ହୋଇପାରିଛି। କିଛି ଭୁଲ୍ ଅବା ଭ୍ରାନ୍ତିକର ଲେଖିଦେବି ନାହିଁ ତ- ଏ ଭୟ ବିଶାଳରୁ ବିଶାଳତର ହେଉଥାଏ ଯେତେବେଳେ ଯେତେବେଳେ ମୁଁ କଲମ ଧରି ବସୁଥାଏ। ଯିଏ ଏ ସୃଷ୍ଟି ସର୍ଜନାର ଉତ୍ସ ତାଙ୍କ ବିଷୟରେ କିଛିବି ଲେଖିବା ନିଶ୍ଚିତ ଭାବରେ ଏକ କଷ୍ଟସାଧ୍ୟ ଜିନିଷ। କୃଷ୍ଣଙ୍କୁ ଉଚିତ୍ ଭାବରେ ଅଧ୍ୟୟନ ନକରି ତାଙ୍କ ବିଷୟରେ କିଛିବି ମତପୋଷଣ କରିବା ଏକ ଧୃଷ୍ଟତା। ଅନ୍ୟ ଏକ କବିତା "କଷ୍ଟ କୃଷ୍ଣଙ୍କର" ଜରିଆରେ କୃଷ୍ଣ ମଧ୍ୟ ଯନ୍ତ୍ରଣା ଭୋଗ କରିଥିବେ ଏ ପ୍ରକାର ଏକ ଭାବନାକୁ ଜାଗା ଦେଇଛି। କୃଷ୍ଣଙ୍କୁ ନେଇ ଯାହାକିଛି କଳ୍ପନା କରିଛି ତାହା ସମ୍ପୂର୍ଣ୍ଣରୂପେ ମୋର ବ୍ୟକ୍ତିଗତ ଆକଳନ। ଯଦି ଏହି ଆକଳନରେ କିଛି ତ୍ରୁଟି ରହିଥାଏ, ଅଥବା କୌଣସି ବ୍ୟକ୍ତି ବିଶେଷଙ୍କୁ କୌଣସି କଥା ରୁଚିକର ନଲାଗେ ତେବେ ନିଜ ଗୁଣରେ ମୋତେ କ୍ଷମା କରିଦେବେ।
Le informazioni nella sezione "Riassunto" possono far riferimento a edizioni diverse di questo titolo.
ଆତ୍ମ ବିବରଣୀ ନାମ- ଶ୍ରୀ ଚନ୍ଦନ କୁମାର ଦାସ ଜନ୍ମ- ମାର୍ଚ୍ଚ ୬ ତାରିଖ ୧୯୮୭ ମସିହା ଜନ୍ମସ୍ଥାନ- ତାପଣ୍ଡିଆ, ବାଲିଆପାଳ, ବାଲେଶ୍ୱର ପିତା- ଶ୍ରୀ ଲକ୍ଷ୍ମୀକାନ୍ତ ଦାସ ମାତା- ଶ୍ରୀମତୀ ବାସନ୍ତୀ ଦାସ ଶିକ୍ଷାଗତ ଯୋଗ୍ୟତା- ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକରୁ ଇଂରାଜୀ ଭାଷା ସାହିତ୍ୟରେ ଏମ୍].ଏ. ଓ ଏମ୍].ଫିଲ୍ । ଇଂଲିଶ ଆଣ୍ଡ୍ ଫରେନ୍ ଲାଙ୍ଗୁଏଜେସ ୟୁନିଭରସିଟି, ହାଇଦ୍ରାବାଦରୁ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ୍ ଟିଚିଙ୍ଗ ଇଂଲିଶ । ବୃତ୍ତି- ଅଧ୍ୟାପନା
Le informazioni nella sezione "Su questo libro" possono far riferimento a edizioni diverse di questo titolo.
EUR 7,93 per la spedizione da U.S.A. a Italia
Destinazione, tempi e costiDa: California Books, Miami, FL, U.S.A.
Condizione: New. Codice articolo I-9781645605836
Quantità: Più di 20 disponibili
Da: Ria Christie Collections, Uxbridge, Regno Unito
Condizione: New. In. Codice articolo ria9781645605836_new
Quantità: Più di 20 disponibili
Da: AHA-BUCH GmbH, Einbeck, Germania
Taschenbuch. Condizione: Neu. nach der Bestellung gedruckt Neuware - Printed after ordering - ¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿ '¿¿¿¿¿¿¿¿¿¿¿ ¿¿¿¿' ¿¿¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿ ¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿ ¿¿¿¿ ¿¿¿¿ ¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿ ¿- ¿ ¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿ ¿¿¿ ¿¿¿ ¿¿¿ ¿¿¿¿¿¿¿ ¿¿¿ ¿ ¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿ ¿¿¿¿¿¿¿¿ ¿¿¿¿ ¿¿ ¿¿¿¿¿ '¿¿¿¿ ¿¿¿¿¿¿¿¿¿' ¿¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿¿ ¿ ¿¿¿¿¿¿ ¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿¿¿¿¿¿¿¿ ¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿ ¿¿¿ ¿¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿¿, ¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿ ¿¿¿¿¿¿ ¿¿¿¿¿ ¿¿¿¿ ¿¿¿ ¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿. Codice articolo 9781645605836
Quantità: 1 disponibili
Da: CitiRetail, Stevenage, Regno Unito
Paperback. Condizione: new. Paperback. " " - " " , Shipping may be from our UK warehouse or from our Australian or US warehouses, depending on stock availability. Codice articolo 9781645605836
Quantità: 1 disponibili
Da: AussieBookSeller, Truganina, VIC, Australia
Paperback. Condizione: new. Paperback. " " - " " , Shipping may be from our Sydney, NSW warehouse or from our UK or US warehouse, depending on stock availability. Codice articolo 9781645605836
Quantità: 1 disponibili
Da: Grand Eagle Retail, Fairfield, OH, U.S.A.
Paperback. Condizione: new. Paperback. " " - " " , Shipping may be from multiple locations in the US or from the UK, depending on stock availability. Codice articolo 9781645605836
Quantità: 1 disponibili